ଫୋଡ଼ା Phoṟḍ̠a

  • ପ୍ରାଦେ. (ମେଦିନୀପୁର) ବି. (ସଂ. ସ୍ଫୋଟକ; ପୀଡ଼ିକା; ତୁଳ. ବଂ ଫୋଡ଼ା) — ବ୍ରଣ; ବଥ — 1. Boil
  • ଦେ. ବି. (ସଂ. ସ୍ଫୋଟକ) — ଛିଦ୍ର କରିବା — 2. Boring; drilling; making holes
  • ଦେ. ବି. (ସଂ. ସ୍ଫୋଟକ) — (ଯଥା—କାନଫୋଡ଼ା)
  • ବିଣ — ବିଦ୍ଧ ହୋଇଥିବା — Bored; drilled through