ଫେସନ୍ Phesan
- ବୈଦେ. ବି. (ଇଂ. ଫାଶନ୍) — ସଭ୍ୟ ସମାଜାନୁମୋଦିତ ପଦ୍ଧତି — Approved fashion
- ବୈଦେ. ବି. (ଇଂ. ଫାଶନ୍) — ସୌଖିନ୍ ବେଶଭୂଷା — Fashionable dress
- ବିଣ — ଫେସନ୍ ଦ୍ୱାରା ଅନୁମୋଦିତ — Approved by fashion; fashionable
- ବିଣ — ସେ ନ ମାନେ ଭାଇ, ଫେସନ ଚେହେରା। ରାଧାନାଥ. ଦରବାର।