ଫେଲ Phela

  • ସଂ. ବି. (ଫେଲ୍ ଧାତୁ+ କର୍ମ. ଅ) — ପରିତ୍ୟକ୍ତ ଦ୍ରବ୍ୟ — Abandoned thing; leavings
  • ସଂ. ବି. (ଫେଲ୍ ଧାତୁ+ କର୍ମ. ଅ) — ଭୁକ୍ତାବଶେଷ; ଉଚ୍ଛିଷ୍ଟ; ଅଇଣ୍ଠା — Leavings of a meal; orts