ଫେର୍ Pher

  • ଦେ. ଅ. (ସଂ. ପୁନର୍) — ପୁଣି; ପୁନର୍ବାର; ଆହୁରି; ପୁନରପି — Again
  • ବି — କୁଣ୍ଡଳୀ କୃତ ରଜ୍ଜୁର ମୋଡ଼ା — Fold of a coiled rope
  • ବି — (ଲକ୍ଷଣାର୍ଥ) କପଟ; ଛନ୍ଦ — (figurative) Wile