ଫେନପ Phenapa

  • ସଂ. ବିଣ—(ଫେନ+ପା. ଧାତୁ+କର୍ତ୍ତୃ. ଅ) — ଯେ ଫେଣ ପାନ କରେ — Drinking froth
  • ବି — ସ୍ୱତଃପତିତ ଫଳଦ୍ୱାରା ଜୀବନଧାରଣକାରୀ ମୁନି — A sage subsisting only on fruits dropped down from trees