ଫେନକ Phenaka

  • ସଂ. ବି—(ଫେନ+ସ୍ୱାର୍ଥେ. କ) — ସମୁଦ୍ର ଫେଣ — Skeleton of the cuttle-fish
  • ସଂ. ବି—(ଫେନ+ସ୍ୱାର୍ଥେ. କ) — ଫେଣା ନାମକ ମିଷ୍ଟାନ୍ନ — Bloated sugar ball
  • ସଂ. ବି—(ଫେନ+ସ୍ୱାର୍ଥେ. କ) — ଫେଣ; ବଦ୍ବୁଦ୍ଚୟ — Foam; froth; scum,
  • ସଂ. ବି—(ଫେନ+ସ୍ୱାର୍ଥେ. କ) — ରିଠାଫଳ ଆଦି ଫେନୋତ୍ପାଦକ ବସ୍ତୁ ଦ୍ୱାରା ଶରୀର ଘଷି ଧୋଇବା ପ୍ରଣାଳୀ (ହି. ଶ.) — Bath by rubbing the body with lather-forming substance