ଫୁଲରା Phularā

  • ଦେ. ବିଣ. — ଫୁଲ ବ୍ୟବସାୟୀ — Dealing or trading in flowers
  • ଦେ. ବିଣ. — ଯେ ଫୁଲ ବିକେ — Flower-selling
  • ଦେ. ବିଣ. — ଯେ ଫୁଲ ବଗିଚା ତିଆରି କରେ — Raising flowers for the market
  • ଦେ. ବି — ଫୁଲରା ମାଳି (ଦେଖ) — Phularā māḻi (See)