ଫୁତ୍ Phuut

  • ସଂ. ଅ.—(ସ୍ପୁର୍ ଧାତୁ+ଭାବ. କ୍ୱିପ୍, ନିପାତନ) — ଧିକ୍କାର; ତୁଚ୍ଛ ଭାଷଣ — Expression of contempt; hooting
  • ସଂ. ଅ.—(ସ୍ପୁର୍ ଧାତୁ+ଭାବ. କ୍ୱିପ୍, ନିପାତନ) — ମୁଖରେ ଫୁଙ୍କିବା ଶବ୍ଦ — Hissing or blowing sound with the mouth