ଫୁଟ Phuṭa

  • ସଂ. ବି—(ସ୍ଫୁଟ୍ ଧାତୁ=ବିକସିତ ହେବା; ବ୍ୟକ୍ତ ହେବା; ଭେଦ କରିବା+କର୍ତ୍ତୃ. ଅ; ନିପାତନ) — ସାପର ଫଣା — The expanded hood of a serpent
  • ସଂ. ବି—(ସ୍ଫୁଟ୍ ଧାତୁ=ବିକସିତ ହେବା; ବ୍ୟକ୍ତ ହେବା; ଭେଦ କରିବା+କର୍ତ୍ତୃ. ଅ; ନିପାତନ) — ଟୋପା — Drop
  • ସଂ. ବି—(ସ୍ଫୁଟ୍ ଧାତୁ=ବିକସିତ ହେବା; ବ୍ୟକ୍ତ ହେବା; ଭେଦ କରିବା+କର୍ତ୍ତୃ. ଅ; ନିପାତନ) — ଫୁଟି କାକୁଡ଼ି; ଲତାଫଳବିଶେଷ — A cucurbitacious fruit; Cucumus Memordica
  • ସଂ. ବି—(ସ୍ଫୁଟ୍ ଧାତୁ=ବିକସିତ ହେବା; ବ୍ୟକ୍ତ ହେବା; ଭେଦ କରିବା+କର୍ତ୍ତୃ. ଅ; ନିପାତନ) — ପ୍ରକାଶ — Exhibition
  • ସଂ. ବି—(ସ୍ଫୁଟ୍ ଧାତୁ=ବିକସିତ ହେବା; ବ୍ୟକ୍ତ ହେବା; ଭେଦ କରିବା+କର୍ତ୍ତୃ. ଅ; ନିପାତନ) — ଯେଉଁ ଦ୍ରବ୍ୟ ସାହାଯ୍ୟରେ ଧାତୁ ତରଳାଇବାକୁ ହୁଏ — A menstruum; a solvent; flux
  • ବିଣ — ବିଦୀର୍ଣ୍ଣ — Pierced
  • ବିଣ — ପ୍ରସ୍ଫୁଟିତ — Opened; expanded
  • ଦେ. ବି—(ସଂ. ପୁଟ) — ବୀଜକୋଷ; ପଣସ, ତିନ୍ତୁଳି, ଲେମ୍ବୁ ଆଦି ମଧ୍ୟସ୍ଥ ବୀଜପୂର୍ଣ୍ଣ ଖୋଷା — A seed-vessel of the jack; lemon; tamarind and such other fruits
  • ଦେ. ବିଣ—(ସଂ. ସ୍ଫୁଟ) — ଗାଡ଼ିରେ ବା ବଗିରେ ଲାଗିବା ଏକୁଟିଆ (ଘୋଡ଼ା) — Single (Carriage-horse)