ଫୁଟ୍ Phuṭ

  • ବୈଦେ. ବି. (ଇଂ) — ଇଂରାଜି ରୈଖିକ ପରିମାଣ ବିଶେଷ; ଗଜର ଏକ ତୃତୀୟାଂଶ; 12 ଇଞ୍ଚ; ପ୍ରାୟ 16 ଆଙ୍ଗୁଳ ପରିମାଣ; ପ୍ରାୟ ଏକ ପାଦ ପରିମାଣ — ଇଂରାଜି ରୈଖିକ ପରିମାଣ ବିଶେଷ; ଗଜର ଏକ ତୃତୀୟାଂଶ;12ଇଞ୍ଚ; ପ୍ରାୟ16ଆଙ୍ଗୁଳ ପରିମାଣ; ପ୍ରାୟ ଏକ ପାଦ ପରିମାଣ—Foot (measure)
  • ଦେ. (ଧ୍ୱନ୍ୟନୁକରଣ) ଅ — ଫୁଟ୍ ଫୁଟ୍ (ଦେଖ) — Phuṭ Phuṭ (See)