ଫିସାଦ Phisāda
- ବୈଦେ. ବି. (ଆ. ଫସାଦ୍) — କଳହ; ଝଗଡ଼ା — Quarrel
- ବୈଦେ. ବି. (ଆ. ଫସାଦ୍) — ଦ୍ୱନ୍ଦ୍ୱ; ବିବାଦ — Dispute
- ବୈଦେ. ବି. (ଆ. ଫସାଦ୍) — ମନ୍ଦ ଫଳ; ଅନିଷ୍ଟ — Bad effects
- ବୈଦେ. ବି. (ଆ. ଫସାଦ୍) — xx ମଦ—ମଦତ—ନିଆଁ—ପାଉଁଶ ଗୁଡ଼ାକ ଖାଇଥିଲ। ତାହାରି ଫିସାଦ=ଫକୀରମୋହନ, ଗଳ୍ପସ୍ୱଳ୍ପ।
- ବୈଦେ. ବି. (ଆ. ଫସାଦ୍) — ଗୁପ୍ତ ମନ୍ତ୍ରଣା — Instigation
- ବୈଦେ. ବି. (ଆ. ଫସାଦ୍) — ବିପଦ — Danger
- ବୈଦେ. ବି. (ଆ. ଫସାଦ୍) — ବିଦ୍ରୋହ — Rebellion; revolt
- ବୈଦେ. ବି. (ଆ. ଫସାଦ୍) — ଗୋଳମାଳ — Confusion
- ବୈଦେ. ବି. (ଆ. ଫସାଦ୍) — ଛଳନା — Feigning; exuse