ଫିରେଇ Phirei

  • ଦେ. ବି. (ସଂ. ତିର୍ଯକ; ତିରଶ୍ଚିନ) — କପାଳ ଉପରିସ୍ଥ କେଶର ବିନ୍ୟାସ ବିଶେଷ; ସୁନ୍ଥା; ଟେରୀ; କପାଳ ଉପରିସ୍ଥ କେଶର ଦ୍ୱିଫାଳୀକୃତ ବିନ୍ୟାସ; ରେଖ — A mode of parting the hair of the forehead
  • ଦେ. ବି. (ସଂ. ତିର୍ଯକ; ତିରଶ୍ଚିନ) — ତାସ ଖେଳରେ ଜଣେ ଖେଳାଳି ନିକଟରେ ଥିବା ଯେଉଁ 'ବେରଙ୍ଗ' ତାସ ଦେଇ ଅପର ପକ୍ଷର ତାସକୁ ଜିଣି ନିଆ— ୟାଏ; ୟେଉଁ ତାସକୁ ଏକତୁରୂପ ଭିନ୍ନ ଅପର ତାସ୍ ଜିଣି କରି ନେଇ ନପାରେ — (Cardplay) Cards of a class different from those of the first player with which the second player can win the 1st player's throw