ଫିଟାଇ Phiṭāi

  • ଦେ. କ୍ରି. ବିଣ — ସ୍ଫୁଟରୂପେ; ସ୍ପଷ୍ଟରୂପେ — Clearly
  • ଦେ. କ୍ରି. ବିଣ — ଫିଟାଇ ମୋତେ କିପାଁ କହିଲ ହେ ନାହିଁ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।