ଫିକା Phikā
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ପାଣ୍ଡୁର; ଫକ୍କା; ବିବର୍ଣ୍ଣ — Pale; light coloured
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ପର୍ଯ୍ୟୁଷିତ ପଦ୍ମ ପ୍ରାୟେ ତନୁ ଫିକା— ରାଧାନାଥ, ନନ୍ଦିକେଶ୍ୱରୀ।
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ରକ୍ତହୀନ — Bloodless; anemic
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ବିରସ; ନୀରସ — Vapid
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ନିରାନନ୍ଦ — Gloomy; dejected
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ମଳିନ — Foul
- ଦେ. ବିଣ. (ସଂ. ପିଙ୍ଗ; ତୁଳ—ଆ. ଫକ୍) — ପାଣିଚିଆ; ସ୍ୱାଦହୀନ — Tasteless
- ପ୍ରାଦେ. (ଗଡ଼ଜାତ ଓ ସମ୍ବଳପୁର) ବି — ଫିତା — Tape
- ପ୍ରାଦେ. (ଗଡ଼ଜାତ ଓ ସମ୍ବଳପୁର) ବି — (ଯଥା—ସ୍ୱର୍ଣ୍ଣର ହାତ ଘଡ଼ି କେ ଚମଡ଼ାର ଫିକା।)