ଫାଶ Phāṡa

  • ଦେ. ବି. (ସଂ. ପାଶ) — ଜୀବ ଧରିବା ଜାଲ; ପାଶ — Snare; net
  • ଦେ. ବି. (ସଂ. ପାଶ) — ସୂତାର ବା ଦଉଡ଼ିର ଗଣ୍ଠି — Knot of a rope or thread
  • ଦେ. ବି. (ସଂ. ପାଶ) — ଦଉଡ଼ିରେ ପଡ଼ିଥିବା ହୁଗୁଳା ଗଣ୍ଠି — Slipknot; noose
  • ଦେ. ବି. (ସଂ. ପାଶ) — ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ। ରାଧାନାଥ, ମହାଯାତ୍ରା।
  • ଦେ. ବି. (ସଂ. ପାଶ) — ଫାଶିଆ — A kind of earring
  • ଦେ. ବି. (ସଂ. ପାଶ) — ଝିଙ୍କ କାଠି ଖଞ୍ଜି ବାନ୍ଧି କେଶ ପାଶ। କର୍ଣ୍ଣେ ଶତରନ୍ଧ୍ର ଶୋଭେ ଶତ ଫାଶ। ତାରିଣୀଚରଣ, ଋଷିକୁଲ୍ୟା।