ଫାଲତୁ Phālatu
- ବୈଦେ. ବି. (ହି) — ବହକା; ଅଧିକା — Extra
- ବୈଦେ. ବି. (ହି) — ଆବଶ୍ୟକରୁ ଅତିରିକ୍ତ; ଅତ୍ୟଧିକ — Excessive; redundant; more than necessary
- ବୈଦେ. ବି. (ହି) — ଅନାବଶ୍ୟକ; ନିଷ୍ପ୍ରୟୋଜନ — Useless; unnecessary
- ବୈଦେ. ବି. (ହି) — ନିଷ୍ଫଳ; ବୃଥା; ବାଜେ — Vain; fruitless