ଫାପଡ଼୍ Phāpaṟḍ̠

  • ପ୍ରାଦେ (ଗଡ଼ଜାତ) ବି — ଫୋପାଡ଼ିବା କ୍ରିୟାର ଥର — A throw
  • ପ୍ରାଦେ (ଗଡ଼ଜାତ) ବି — (ଯଥା—ମୁଁ ଏକା ଫାପଡ୍କେ ଏ ଆମ୍ବପେନ୍ଥାଟି ଝଡ଼ାଇ ଦେବି)