ଫାଣିତ Phāṇita

  • ସଂ. ବି. (ଫଣ୍ ଧାତୁ= ଅନାୟାସରେ ଉତ୍ପନ୍ନ ହେବା, ଣିଚ୍ ଫାଣି ଧାତୁ+ କର୍ମ. ତ) — ଗାଢ଼ ଇକ୍ଷୁଗୁଡ଼ — Thickened molasses; unrefined sugar
  • ସଂ. ବି. (ଫଣ୍ ଧାତୁ= ଅନାୟାସରେ ଉତ୍ପନ୍ନ ହେବା, ଣିଚ୍ ଫାଣି ଧାତୁ+ କର୍ମ. ତ) — ଫେଣା; ଗୁଡ଼ ଆଉଟି କରି ତିଆରି କରାଯିବା ଏକପ୍ରକାର ପିଠା — Sugar cake; bloated sugar ball