ଫାଟୁଆ Phāṭuā

  • ଦେ. ବି. — ଗୋରୁମାନଙ୍କ ମାରାତ୍ମକ ସଂକ୍ରାମକ ରୋଗବିଶେଷ — A contagious and fatal cattle disease; foot and mouth disease of cattle; a kind of rinderpest
  • ବିଣ. ପୁଂ — ଯେଉଁ ବ୍ୟକ୍ତିର ଗୋଡ଼ଆଦିର ଚମଡ଼ା ଫାଟିଯାଇ ଥାଏ — Having cracked skin