ଫାଉ Phāu

  • ବୈଦେ. (ଆ. ଫାଓ) — ନିର୍ଦ୍ଦିଷ୍ଟ ପରିମାଣର ଅତିରିକ୍ତ ବସ୍ତୁ — Excess; surplus
  • ବୈଦେ. (ଆ. ଫାଓ) — ପୂର୍ବରୁ ଋଣ ଦିଆ ଯାଇଥିବା ଟଙ୍କା ବଦଳରେ ଖାତକଠାରୁ ଦାଣ୍ଡ ଭାଉ ଅପେକ୍ଷା ବେଶି ନିଆଯିବା ଧାନଆଦି — The excess paddy repaid by a debtor for money loans at a rate higher than the existing market rate
  • ବୈଦେ. (ଆ. ଫାଓ) — ଖରିଦ କରାଯିବା କୌଣସି ପଦାର୍ଥର ନିରୂପିତ ପରିମାଣ ଉପରେ ମାଗଣା ଯାହା ଅଧିକା ମିଳେ; ଅଧିକା ଲାଭ; ଲଫା — Extra gain; anything got extra over the purchased quantity,
  • ବୈଦେ. (ଆ. ଫାଓ) — ଉପରି ଲାଭ — Perquisite; tip; gratuity
  • ବୈଦେ. (ଆ. ଫାଓ) — ଫାଉ ଫଉରାତ ଜଡ଼ି ଦିଅ। ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ବୈଦେ. (ଆ. ଫାଓ) — [ଦ୍ର—ଫାଉ ସଙ୍ଗେ ଫଉରାତ(ତି) ସହଚର ଶବ୍ଦରୂପେ ବ୍ୟବହୃତ ହୁଏ।]
  • ବିଣ — ମାଗଣା — Got gratis; gratuitous
  • ବିଣ — ଅତିରିକ୍ତ; ଅଧିକା — Extra; additional
  • ପ୍ରାଦେ. (ସମ୍ବଲପୁର) ବିଣ — ଗପଡ଼ୀ; ବହୁଭାଷୀ — Talkative; garrulous