ଫାଇଁ Phāiñ

  • ଦେ. (ଧ୍ୱନ୍ୟନୁକରଣ) ଅ — ଅଧିକ ରୂପେ — Excessively
  • ଦେ. (ଧ୍ୱନ୍ୟନୁକରଣ) ଅ — ଡରାଇ ମୋତେ କହୁଅଛି ଫାଇଁ ତୁମ୍ଭ କ୍ରୋଧ ଜାତ ହୋଇବା ପାଇଁ। ବିଶ୍ୱନାଥ, ବିଚିତ୍ର ରାମାୟଣ।
  • ଦେ. (ଧ୍ୱନ୍ୟନୁକରଣ) ଅ — 'ଫ' ଶବ୍ଦ ସହ — With a fañ sound
  • ଦେ. (ଧ୍ୱନ୍ୟନୁକରଣ) ଅ — (ଯଥା—କାକରା ପିଠା ଘିଅ ତେଲୁଣିରେ ପଡ଼ିବା ମାତ୍ରକେ ଫାଇଁ କିନି ଫୁଲି ଉଠିଲା।)