ଫଳା Phaḻā

  • ଦେ. ବି. (ସଂ. ଫଳ; ଫଳକ — ବ୍ୟଞ୍ଜନ ବର୍ଣ୍ଣରେ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସଂଯୁକ୍ତ ହେବାର ଆକୃତି; ଅସଲ ଅକ୍ଷରରେ ଯୁକ୍ତ ହେବା ବ୍ୟଞ୍ଜନ ବର୍ଣ୍ଣର ଚିହ୍ନ — The sign added to a letter to make a dipthong or compound consonant
  • ଦେ. ବି. (ସଂ. ଫଳ; ଫଳକ — [ଦ୍ର—ଯଥା—ମ ଫଳା, ର ଫଳା; ଓଡ଼ିଆରେ 17 ଗୋଟି ଫଳା— ଯୁକ୍ତ ବନା ଅଛି। ଏହାକୁ ପିଲାମାନେ ବର୍ଣ୍ଣପରିଚୟ ପରେ ଶିଖନ୍ତି। (ସତର ଫଳା ଦେଖ) ବ୍ୟଞ୍ଜନ ବର୍ଣ୍ଣରେ ଆ, ଇ ଆଦି ସ୍ୱରବର୍ଣ୍ଣ ଯୁକ୍ତ ହେବା ଚିହ୍ନକୁ ମାତ୍ରା ବୋଲାଯାଏ।] — [ଦ୍ର—ଯଥା—ମ ଫଳା, ର ଫଳା; ଓଡ଼ିଆରେ17ଗୋଟି ଫଳା— ଯୁକ୍ତ ବନା ଅଛି ଏହାକୁ ପିଲାମାନେ ବର୍ଣ୍ଣପରିଚୟ ପରେ ଶିଖନ୍ତି (ସତର ଫଳା ଦେଖ) ବ୍ୟଞ୍ଜନ ବର୍ଣ୍ଣରେ ଆ, ଇ ଆଦି ସ୍ୱରବର୍ଣ୍ଣ ଯୁକ୍ତ ହେବା ଚିହ୍ନକୁ ମାତ୍ରା ବୋଲାଯାଏ]
  • ଦେ. ବି. (ସଂ. ଫଳ; ଫଳକ — (ସଂ. ଫଳକ) ଶରାଗ୍ର — The head of an arrow
  • ଦେ. ବି. (ସଂ. ଫଳ; ଫଳକ — ଫରି; ଢାଲ — Shield
  • ଦେ. ବି. (ସଂ. ଫଳ; ଫଳକ — ଶସ୍ତ୍ରାଦିର ସୂକ୍ଷ୍ମ ମୁଖ — The fine edge of a weapon
  • ଦେ. ବି — (ପାନବରଜୀ ଭାଷା) ପାନ ଲତାର ଗଣ୍ଠିମାନଙ୍କରୁ ବାହାରିବା ଶାଖା — The branch or secondary shoot of a betel creeper
  • ଦେ. ବି — ଫଲା (ଦେଖ) — Phaḻā (See)