ଫଳାଶନ Phaḻāṡana

  • ସଂ. ବିଣ. ପୁଂ. (ଫଳ+ଅଶ୍ ଧାତୁ=ଖାଇବା+କର୍ତ୍ତୃ. ଅନ) ଫଳହାରୀ (ଦେଖ) — Phaḻāhārī (See)
  • ବି. — ଶୁକ ପକ୍ଷୀ — The parrot