ଫଳ କଥା Phaḻa kathā

  • ଦେ. ବି. (ସଂ. ଫଳ+କଥା) — ପ୍ରକୃତ ବିଷୟ — Actual fact
  • ଦେ. ବି. (ସଂ. ଫଳ+କଥା) — ଫଳ କଥା ଏତିକି ଜାଣିଥିବ। ରାଧାନାଥ, ବିବେକୀ।
  • ଦେ. ବି. (ସଂ. ଫଳ+କଥା) — ଶେଷ ଫଳ — The result