ଫର୍ର୍ Phar-r

  • ଦେ. (ଧ୍ୱନ୍ୟନୁକରଣ)ଅ — ଚଢ଼େଇ ଉଡ଼ିଯିବାର ଶବ୍ଦ — The flapping sound of a bird flying in the air
  • ଦେ. (ଧ୍ୱନ୍ୟନୁକରଣ)ଅ — [ଦ୍ର—ଛୋଟ ଚଢ଼େଇ ଉଡ଼ିବାର ଶବ୍ଦକୁ ଫୁର୍ର୍ ବୋଲାଯାଏ ।]
  • ଦେ. (ଧ୍ୱନ୍ୟନୁକରଣ)ଅ — ଲୁଗା ଚିରିବାର ଶବ୍ଦ — The sound produced when a piece of cloth is torn up