ଫର୍ମା Pharmā
- ବୈଦେ. ବି. (ଇଂ. ଫ୍ରେମ୍; ଫର୍ମ୍) — ଛାଞ୍ଚ — A mould
- ବୈଦେ. ବି. (ଇଂ. ଫ୍ରେମ୍; ଫର୍ମ୍) — (ଇଂ. ଫ୍ରେମ୍) ଛବିର ଚାରିପାଖେ ଦିଆ ଯାଇଥିବା କାଠର ଧଡ଼ି — The frame set round a picture
- ବୈଦେ. ବି. (ଇଂ. ଫ୍ରେମ୍; ଫର୍ମ୍) — (ଛାପାଖାନା) ଛପା ହେବା ପାଇଁ ସଜ୍ଜିତ ହୋଇଥିବା ଅକ୍ଷରର ଛାଞ୍ଚ — A form in printing