ଫରାସୀ Pharāsī
- ବୈଦେ. ବିଣ. (ଇଂ. ଫ୍ରାନ୍ସ=ଦେଶବିଶେଷ; ଫା. ଫରାସୀସ୍ =ଫ୍ରାନ୍ସ ଦେଶ) — ଫ୍ରାନ୍ସ ଦେଶୀୟ — French
- ବୈଦେ. ବିଣ. (ଇଂ. ଫ୍ରାନ୍ସ=ଦେଶବିଶେଷ; ଫା. ଫରାସୀସ୍ =ଫ୍ରାନ୍ସ ଦେଶ) — ଫରିସିସ୍ ଛିଟର ମିରଜେଇ। ରାଧାନାଥ. ବିବେକୀ।
- ବୈଦେ. ବି. — ଫ୍ରାନ୍ସ ଦେଶ — France
- ବୈଦେ. ବି. — ଫ୍ରାନ୍ସ ଦେଶବାସୀ ବ୍ୟକ୍ତି — Frenchman