ଫରାକତ Pharākata
- ବୈଦେ. ବି. (ଫା. ଫାର୍ଖତ୍; ଆ ଫାରିଗ୍ଖତ୍= ମୁକ୍ତିପତ୍ର) — ମୁକ୍ତିପତ୍ର — Deed of release
- ବୈଦେ. ବି. (ଫା. ଫାର୍ଖତ୍; ଆ ଫାରିଗ୍ଖତ୍= ମୁକ୍ତିପତ୍ର) — ବିଶୋଧନ ପାଉତି — A receipt in full satisfaction or discharge
- ବୈଦେ. ବି. (ଫା. ଫାର୍ଖତ୍; ଆ ଫାରିଗ୍ଖତ୍= ମୁକ୍ତିପତ୍ର) — ଖୋଲା ବା ମୁକ୍ତ ସ୍ଥାନ — Open space
- ବୈଦେ. ବି. (ଫା. ଫାର୍ଖତ୍; ଆ ଫାରିଗ୍ଖତ୍= ମୁକ୍ତିପତ୍ର) — ସ୍ୱୀକାର ପତ୍ର — Deed or acknowledgment
- ବୈଦେ. ବି. (ଫା. ଫାର୍ଖତ୍; ଆ ଫାରିଗ୍ଖତ୍= ମୁକ୍ତିପତ୍ର) — ଛାଡ଼ ପତ୍ର — A deed of divorce