ଫରସି Pharasi

  • ବୈଦେ. ବି—(ବଣିଆ ଶବ୍ଦ)(ଫା. ଫରଶୀ) — ମେଡାଲ୍, ହୁକା ଓ ଅଳଙ୍କାରରେ ଯେଉଁ ଅଂଶରେ ନଳୀ ଆଦି ଝଳା ଯାଇ ଥାଏ — The part of a medal, smoking pipe or ornament to which another portion is soldered