ଫରଦ Pharada

  • ବୈଦେ. ବି. (ଫା. ଫର୍ଦ୍=ଏକ ସଂଖ୍ୟା) — କାଗଜ ବା ଲୁଗାର ଏକ ଖଣ୍ଡ — A piece or standard sheet of cloth or paper
  • ବୈଦେ. ବି. (ଫା. ଫର୍ଦ୍=ଏକ ସଂଖ୍ୟା) — [ଦ୍ର— 25 ଫରଦ କାଗଜରେ 1 ଦିସ୍ତା ଓ 20 ଦିସ୍ତାରେ 1 ରିମ୍ ହୁଏ, ଏକଖଣ୍ଡ ସାଲକୁ ମଧ୍ୟ ଏକ ଫରଦ ସାଲ ବୋଲାଯାଏ।] — [ଦ୍ର—25ଫରଦ କାଗଜରେ1ଦିସ୍ତା ଓ20ଦିସ୍ତାରେ1ରିମ୍ ହୁଏ, ଏକଖଣ୍ଡ ସାଲକୁ ମଧ୍ୟ ଏକ ଫରଦ ସାଲ ବୋଲାଯାଏ]
  • ବୈଦେ. ବି. (ଫା. ଫର୍ଦ୍=ଏକ ସଂଖ୍ୟା) — ତାଲିକା — List; inventory; catalogue
  • ବୈଦେ. ବି. (ଫା. ଫର୍ଦ୍=ଏକ ସଂଖ୍ୟା) — ଏ ଦରବାରର ଆସନ ଫରଦ, ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ୍ଦ। ରାଧାନାଥ, ଦରବାର।