ଫରଚା Pharachā

  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ବିସ୍ତୃତ; ପ୍ରଶସ୍ତ; ଚଉଡ଼ା — Broad; wide
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ସୁନ୍ଦର — fair
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ସ୍ପଷ୍ଟ — Clear; distinct
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ଥୟ ଜାଣିଲେ ସେ ହାର ଯାହାର ଫରଚାରେ ନ ବୋଇଲେ ଉତ୍ତର। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ନିର୍ମଳ; ପରିଷ୍କୃତ — Clean
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ସୁପ୍ରକାଶିତ — Manifest
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ଆଲୋକିତ — Lighted
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ସାବକାଶ — Spacious
  • ଦେ. ବିଣ. [ସଂ. ପରିଷ୍କାର; ସଂ. ସ୍ପୃଶ୍ୟ; ପ୍ରା. ଫରସ୍ସ(ହି. ଶ.)] — ଉଜ୍ଜ୍ୱଳ — Bright
  • ବି — ପ୍ରକାଶ — Manifestation
  • ବି — ଆଲୋକ — Light
  • ବି — ରାତି ପାହିଯିବା ଅବସ୍ଥା — Daybreak