ଫପସା Phapasā
- ଦେ. ବିଣ. —(ସଂ. ସ୍ଫାୟ ଧାତୁ= ଫୁଲିବା) — ବଳରହିତ ଓ ସ୍ଥୂଳକାୟ — Corpulent and weak
- ଦେ. ବିଣ. —(ସଂ. ସ୍ଫାୟ ଧାତୁ= ଫୁଲିବା) — ପୋଲା (ମାଟି); ଯହିଁରେ କୌଣସି ହତିଆର ମାଇଲେ ତାହା ଭିତରକୁ ପଶିଯାଏ; ଶୂନ୍ୟଗର୍ଭ — Porous (earth); hollow
- ଦେ. ବି.—(ସଂ.—ପୁପ୍ ଫୁସ) — ଫୁସଫୁସ ଯନ୍ତ୍ର — Lungs