ଫତୁଆ Phatuā
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ବ୍ୟର୍ଥ— ମନୋରଥ; ଅକୃତକାର୍ଯ୍ୟ — Having one's aims unfulfilled; unsuccessful
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତ । କବିସୂର୍ଯ୍ୟ କିଶୋରୀ ଚମ୍ପୂ ଫ ଗୀତ ।
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ହଟହଟା; ଅପବାଦଗ୍ରସ୍ତ; କଳଙ୍କ ଯୁକ୍ତ — Defamed; maligned
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ପରାସ୍ତ; ପରାଜିତ — Defeated; vanquished
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ଫତୁଆ ହେବୁ କି ସେ କାମ ଅମଳ ମତୁଆଳ ଯୁବା ତୁଲେ । କବିସୂର୍ଯ୍ୟ, ସଙ୍ଗୀତ ।
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ଅପ୍ରସ୍ତୁତ — Unprepared for any contingency; reduced to an awkward predicament
- ଦେ. ବିଣ (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆ. ଫତୁର୍=ଅସାମର୍ଥ୍ୟ) — ମିଥ୍ୟାବାଦୀ; ମିଛୁଆ; ଯେ ଆପଣାର କଥା ପାଳି ନ ପାରେ — Liar; unable to carry out one's promise; false to one's promise
- ଦେ. ବି. — ଫତେଇ (ଦେଖ) — Phatei (See)
- ବୈଦେ. ବି (ଆ. ଫତ୍ୱା) — ମୁସଲମାନ କାଜି ବା ମୁଲ୍ଲାଙ୍କର ରାୟ ବା ବ୍ୟବସ୍ଥାପତ୍ର — Judgment of a Mohomedan judge or priest; futwa; a religious prescription