ଫଣ୍ଡ୍ Phaṇḍ

  • ବୈଦେ. ବି (ଇଂ) — ତହବିଲ; ଅର୍ଥକୋଷ; ପୁଞ୍ଜି; ନଗଦ ଧନ — Fund; treasure; cash
  • ବୈଦେ. ବି (ଇଂ) — କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଗଚ୍ଛିତ ଧନ — Money collected and stored for a particular purpose