ଫଟିକ Phaṭika

  • ଦେ. ବି. (ସଂ. ସ୍ଫଟିକ) — ସ୍ଫଟିକ; ଏକପ୍ରକାର ଧଳା ସ୍ୱଚ୍ଛ ପଥର — Crystal; quartz; rock-crystal
  • ଦେ. ବିଣ — ସ୍ୱଚ୍ଛ — Transparent