ଫଟା Phaṭā
- ସଂ. ବି. (ଫଟ+ଆ) — ନାଗଆଦି ସର୍ପଙ୍କ ଫେଣା — Expanded hood of venomous snakes
- ସଂ. ବି. (ଫଟ+ଆ) — ଦନ୍ତ (ଜ୍ଞାନେନ୍ଦ୍ର) — Tooth; fang
- ସଂ. ବି. (ଫଟ+ଆ) — ପ୍ରତାରଣା (ଜ୍ଞାନେନ୍ଦ୍ର) — Deceit
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — ଫାଟଯୁକ୍ତ; ଫାଟି ଯାଇଥିବା — Cracked
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — ଚିରା — Torn
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — ଦଦରା; ଭଙ୍ଗା — Broken
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — ଅକାମିକା — Worthless
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — ହୀନ; ନୀଚ; ହେୟ; ତୁଚ୍ଛ — Despicable; mean; ignoble
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — (ପୁଂ) ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ — Pertinacious; asking questions with persistence
- ଦେ. ବିଣ—(ସଂ. ସ୍ଫୁଟ୍ ଧାତୁ) — ବାଚାଳ — Talkative