ଫଗୁଣ Phaguṇa

  • ଦେ. ବି. (ସଂ. ଫାଲ୍ଗୁନ) — ମାଘର ପରବର୍ତ୍ତୀ ଓ ଚୈତ୍ରର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ; ଫାଲ୍ଗୁନ ମାସ — The month of Phālguna
  • ଦେ. ବି. (ସଂ. ଫାଲ୍ଗୁନ) — [ ଦ୍ର—ଏ ମାସର ପୂର୍ଣ୍ଣମୀ ଦିନ ଚଦ୍ର ପୂର୍ବଫାଲ୍ଗୁନୀ ନକ୍ଷତ୍ରରେ ଥାଆନ୍ତି। ଏ ମାସର ପୂର୍ଣ୍ଣମୀରେ ଦୋଳାଯାତ୍ରା ହୁଏ, ଏହି ମାସର କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ଯାଗର ଯାତ୍ରା ହୁଏ। ]