ଫକୀର Phakīra

  • ବୈଦେ. ବି. ପୁଂ. (ଆ. ଫକୀର୍) — ମୁସଲମାନ୍ ସନ୍ନ୍ୟାସୀ ବା ସାଧୁ — A Mahomedan mendicant
  • ବୈଦେ. ବି. ପୁଂ. (ଆ. ଫକୀର୍) — ଭିକ୍ଷୁକ — Beggar
  • ବୈଦେ. ବି. ପୁଂ. (ଆ. ଫକୀର୍) — ବୁଲୁଛନ୍ତି ବନେ ଫକୀର ବେଶ ହୋଇ । କୃଷ୍ଣସିଂହ, ମହାଭାରତ, ବନ।
  • ବୈଦେ. ବି. ପୁଂ. (ଆ. ଫକୀର୍) — ଅତି ଗରିବ ଲୋକ — A very poor man
  • ବୈଦେ. ବି. ପୁଂ. (ଆ. ଫକୀର୍) — ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର। ମଧୁସୂଧନ, କବିତାବଳି।
  • ବୈଦେ. ବି. ପୁଂ. (ଆ. ଫକୀର୍) — ଅପର୍ତ୍ତିଆଣୀ ପୁରୁଷ ଲୋକଙ୍କୁ ଦିଆଯିବା ନାମ — A Name given to males who are born after the death of their elders
  • ବିଣ — ଗରିବ — Poor
  • ବିଣ — ଅଭାବଗ୍ରସ୍ତ — Needy; in want
  • ବିଣ — ଫକୀର ସମ୍ବନ୍ଧୀୟ — Relating to a Mahomedan mendicant
  • ବିଣ — ଗରିବ ବ୍ୟକ୍ତିର ଉପଯୁକ୍ତ — Befitting a poor man