ଫକୀରୀ Phakārī
- ବୈଦେ. ବି — ଫକୀରର ଅବସ୍ଥା ବା ବୃତ୍ତି — Mendicancy
- ବୈଦେ. ବି — ଭିକ୍ଷାବୃତ୍ତି — Beggary
- ବୈଦେ. ବି — ଦରିଦ୍ରତା — Poverty
- ବୈଦେ. ବି — (ସ୍ତ୍ରୀ) ନାମ—ଅପର୍ତ୍ତିଆଣୀ ବାଳିକାକୁ ଦିଆଯିବା ନାମ — A name given to Aparttiāṇī girls
- ବିଣ — ଫକୀରସମ୍ବନ୍ଧୀୟ — Appertaing to a Phakīra