ଫଏଲ୍ Phael

  • ବୈଦେ. ବି—(ଫା. ଫଏଲ୍) — ଦୁଷ୍ଟାମୀ — Wickedness
  • ପ୍ରାଦେ. (ସମ୍ବଲପୁର) ବିଣ—(ସଂ. ସାଂୟ ଧାତୁ) — ଚତୁର୍ଦ୍ଦିଗରେ ବିସ୍ତୃତ — Scatteredd; diffused