ଫଉଲିବା Phaulibā

  • ଦେ. କ୍ରି. (ସଂ. ସ୍ଫାୟ ଧାତୁ; ସ୍ଫୀତ) — ସ୍ଫୀତହେବା; ଫୁଲିଯିବା — To be swollen
  • ଦେ. କ୍ରି. (ସଂ. ସ୍ଫାୟ ଧାତୁ; ସ୍ଫୀତ) — ଫମ୍ପା ହୋଇ ଫୁଲିଯିବା — To be puffed up with an empty interior