ଫଉଜ Phauja

  • ବୈଦେ. ବି (ଫା) — ସୈନ୍ୟ — Army; host
  • ବୈଦେ. ବି (ଫା) — ଫଉଜ ତୁଲେ କୁଞ୍ଜହାରେ ରଖାଅ ବେତ୍ରବଲ୍ଲୀ ଧାରିଣୀକି—କବିସୂର୍ଯ୍ୟ, କିଶୋରୀଚମ୍ପୂ ଫ. ଗୀତ।
  • ବୈଦେ. ବି (ଫା) — ଜନସମୂହ; ବହୁ ଲୋକ — An assemblage of men; a crowd of people
  • ବୈଦେ. ବି (ଫା) — ଦଳ; ପହ୍ଲ — Crowd; herd
  • ବୈଦେ. ବି (ଫା) — (ଯଥା—ଘୁଷୁରି ଫଉଜ, ଗୋରୁ ଫଉଜ ଇତ୍ୟାଦି)।