ଫଇସଲା Phaisalā
- ବୈଦେ. ବି—(ଫା. ଫୈସଲ୍) — ନିଷ୍ପତ୍ତି; ମୀମାଂସା — Decision
- ବୈଦେ. ବି—(ଫା. ଫୈସଲ୍) — ଫୟସଲ (ଲା), ଫୈସଲ(ଲା) ଅନ୍ୟରୂପ — ଫୟସଲ (ଲା), ଫୈସଲ(ଲା)ଅନ୍ୟରୂପ
- ବୈଦେ. ବି—(ଫା. ଫୈସଲ୍) — କାର୍ଯ୍ୟ ସମାଧା — Completion of work
- ବୈଦେ. ବି—(ଫା. ଫୈସଲ୍) — ମକଦମାର ଚୂଡ଼ାନ୍ତ ଆଦେଶ; ଡିଗ୍ରୀ — Decree of a suit
- ବୈଦେ. ବି—(ଫା. ଫୈସଲ୍) — ଅନାବୃତ ସ୍ଥାନ — Open place
- ବୈଦେ. ବି—(ଫା. ଫୈସଲ୍) — ମକଦମାର ବିଚାର ଫଳ; ରାୟ — Judgement
- ବିଣ — ମୀମାଂସିତ — Decided
- ବିଣ — ଅନାବୃତ (ସ୍ଥାନ) — Open
- ବିଣ — ଫାଙ୍କା ବା ଶୂନ୍ୟ (ସ୍ଥାନ) — Empty (space)
- ବିଣ — ବିସ୍ତୀର୍ଣ୍ଣ; ଲମ୍ବା ଚଉଡ଼ା — Spacious
- ବିଣ — (ଯଥା—ସେଠାରେ ଫଇସଲା ଜାଗା ନାହିଁ)
- ଗ୍ରା. ବି — ବଡ଼ିଭୋର; ଫସର ଫାଟିବା ଅବସ୍ଥା — Day-break