ପ Pa
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ରାଜା — King
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ରାଜପୁତ୍ର — Prince
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ଶାସ୍ତା; ଶାସନକର୍ତ୍ତା — Ruler
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — (ପତ୍ ଧାତୁ=ପଡ଼ିବା+କର୍ତ୍ତୃ. ଅ)— 1 । ବାୟୁ — (ପତ୍ ଧାତୁ=ପଡ଼ିବା+କର୍ତ୍ତୃ. ଅ)—1 ବାୟୁ— . Air
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ଅଣ୍ଡ — Egg
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — (ପା. ଧାତୁ=ପାନ କରିବା+ଭାବ. ଅ) ପାନ — Drinking
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — (+କରଣ .ଅ) ପାତ୍ର — Vessel
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ରକ୍ଷା — Protection
- ସଂ. ବି. (ପା. ଧାତୁ=ପାଳନ କରିବା+କର୍ତ୍ତୃ. ଅ) — [ଦ୍ର—ଏହା ଅନ୍ୟ ଶବ୍ଦ ପରେ ପଦାଂଶରୂପେ ବ୍ୟବହୃତ ହୋଇ ପୁଂଲିଙ୍ଗ ବିଶେଷଣ ଶବ୍ଦ ହୋଇ ନିମ୍ନଲିଖିତ ଅର୍ଥ ପ୍ରକାଶ କରେ— 1 . ଯେ ପାନ କରେ (ଯଥା—ମଧୁପ, ଦ୍ୱିପ, ପାଦପ); 2 . ଯେ ପାଳନ କରେ ବା ରକ୍ଷା କରେ (ଯଥା—ଗୋପ, ହସ୍ତିପ); 3 . ଯେ ଶାସନ କରେ (ଯଥା—ନୃପ, ଭୂପ)।] — [ଦ୍ର—ଏହା ଅନ୍ୟ ଶବ୍ଦ ପରେ ପଦାଂଶରୂପେ ବ୍ୟବହୃତ ହୋଇ ପୁଂଲିଙ୍ଗ ବିଶେଷଣ ଶବ୍ଦ ହୋଇ ନିମ୍ନଲିଖିତ ଅର୍ଥ ପ୍ରକାଶ କରେ—1. ଯେ ପାନ କରେ (ଯଥା—ମଧୁପ, ଦ୍ୱିପ, ପାଦପ);2. ଯେ ପାଳନ କରେ ବା ରକ୍ଷା କରେ (ଯଥା—ଗୋପ, ହସ୍ତିପ);3. ଯେ ଶାସନ କରେ (ଯଥା—ନୃପ, ଭୂପ)]
- ଦେ. ବି. — ପଅ (ଦେଖ) — pa-a (See)