ପଡ଼ୋତି Paṟḍ̠oti

  • ପ୍ରାଦେ. (ଯାଜପୁର) ବିଣ — ପଡ଼ତି (ମାଲ); ବିକ୍ରି ନ ହୋଇ ଦୋକାନରେ ପଡ଼ି ରହିଥିବା (ପଣ୍ୟଦ୍ରବ୍ୟମାନ) — (commodities) Which lie unsold in the shop