ପଡ଼ି Paṟḍ̠i
- ଦେ. ବି. (ସଂ. ପତ୍ ଧାତୁ) — କୌଣସି ଲୋକର ଭରଣପୋଷଣାର୍ଥ ଦିଆଯିବା ଦୈନିକ ଖଞ୍ଜା ଧାନ୍ୟ ବା ଖାଦ୍ୟସାମଗ୍ରୀ — Daily quota of paddy or provisions supplied for the maintenance of a person; a dole; a daily ration
- ଦେ. ବି. (ସଂ. ପତ୍ ଧାତୁ) — ଗୀତର ଶେଷରେ ବୋଲାଯିବା ଅନ୍ୟ ରାଗାତ୍ମକ ପଦ — The diverted refrain of a song
- ଦେ. ବି. (ସଂ. ପତ୍ ଧାତୁ) — ଏକ ଜଣର ଉପଯୁକ୍ତ ଖାଦ୍ୟ ତଣ୍ଡୁଳାଦି; ସଞ୍ଜା — Victuals sufficient for one person
- ଦେ. ବି. (ସଂ. ପତ୍ ଧାତୁ) — ତା ପଡ଼ି ତୋର କୋଠୁଁ ଦେଉ ଅକର୍ମ ଦାନୀ ତୁ ବୋଲାଉ। ଭୂପତି. ପ୍ରେମପଞ୍ଚାମୃତ।
- ପ୍ରାଦେ. (ସମ୍ବଲପୁର, ଗଡ଼ଜାତ)ବି — ପରି (ଦେଖ) — Pari (see)