ପ୍ଳୀହ Pḻīha

  • ସଂ. ବି. (ପ୍ଳିହ୍ ଧାତୁ+ଅନ୍; ପ୍ଳିହନ୍ ଶବ୍ଦ) — ପିଳେହି — Spleen
  • ସଂ. ବି. (ପ୍ଳିହ୍ ଧାତୁ+ଅନ୍; ପ୍ଳିହନ୍ ଶବ୍ଦ) — ପିଳେହି ବଢ଼ିବା ରୋଗ — Enlargement of the spleen (a disease)