ପ୍ଳବ Pḻaba
- ସଂ. ବିଣ. (ପ୍ଳୁ ଧାତୁ=ପାଣିରେ ଭାସିବା; ଡେଇଁ ଡେଇଁ ଯିବା +କର୍ତ୍ତୃ. ଅ) — ଡେଇଁ ଡେଇଁ ଗତି କରୁଥିବା — Moving by leaps and bounds
- ସଂ. ବିଣ. (ପ୍ଳୁ ଧାତୁ=ପାଣିରେ ଭାସିବା; ଡେଇଁ ଡେଇଁ ଯିବା +କର୍ତ୍ତୃ. ଅ) — ଉତ୍କୃଷ୍ଟ — Superior; excellent
- ସଂ. ବିଣ. (ପ୍ଳୁ ଧାତୁ=ପାଣିରେ ଭାସିବା; ଡେଇଁ ଡେଇଁ ଯିବା +କର୍ତ୍ତୃ. ଅ) — ପହଁରୁଥିବା — Swimming (Apte)
- ସଂ. ବିଣ. (ପ୍ଳୁ ଧାତୁ=ପାଣିରେ ଭାସିବା; ଡେଇଁ ଡେଇଁ ଯିବା +କର୍ତ୍ତୃ. ଅ) — ଭାସୁଥିବା — Floating (Apte)
- ବି. (+ଭାବ. ଅ) — ଲମ୍ଫନ — Jumping; leaping
- ବି. (+ଭାବ. ଅ) — ମାକଡ଼ଚିତି ମାରିବା — Tumbling
- ବି. (+ଭାବ. ଅ) — ପାଣିରେ ବୁଡ଼ି ବୁଡ଼ି କରି ଯିବା; ପାଣିରେ ଡୁବା ମାରିବା — Plunging; diving
- ବି. (+ଭାବ. ଅ) — ସନ୍ତରଣ — Swimming
- ବି. (+ଭାବ. ଅ) — ଭାସିବା — Floating
- ବି. (+ଭାବ. ଅ) — (+କରଣ. ଅ) ଭେଳା — A raft; a float
- ବି. (+ଭାବ. ଅ) — (+କର୍ତ୍ତୃ. ଅ) ମାକଡ଼; ବାନର — Monkey
- ବି. (+ଭାବ. ଅ) — ମେଷ; ମେଣ୍ଢା — Sheep