ପ୍ଳବନ Pḻabana
- ସଂ. ବି. (ପ୍ଳୁ ଧାତୁ+ଭାବ. ଅନ) — ଲମ୍ଫନ; କୁଦିବା; ଡେଇଁବା — Jumping
- ସଂ. ବି. (ପ୍ଳୁ ଧାତୁ+ଭାବ. ଅନ) — ପହଁରିବା — Swimming
- ସଂ. ବି. (ପ୍ଳୁ ଧାତୁ+ଭାବ. ଅନ) — ପ୍ଳାବନ; ବଢ଼ି — Flood; deluge
- ସଂ. ବି. (ପ୍ଳୁ ଧାତୁ+ଭାବ. ଅନ) — କ୍ରମନିମ୍ନ ଭୂମି — A slope
- ସଂ. ବି. (ପ୍ଳୁ ଧାତୁ+ଭାବ. ଅନ) — ଖାଲ — Declivity (Apte)
- ସଂ. ବି. (ପ୍ଳୁ ଧାତୁ+ଭାବ. ଅନ) — ଘୋଡ଼ାର ଦୁଲକି ଚାଲି — Capering of a horse (Apte)