ପ୍ଳବକ Pḻabaka
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — ନର୍ତ୍ତକ — Dancer
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — ଯେ ମାକଡ଼ଚିତି ମାରେ — A tumbler; a person who practices somersault
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — ଯେ ଦଉଡ଼ି ବା ଖଣ୍ଡା ଉପରେ ନାଚେ — A rope dancer
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — କେଳିକ; କେଳା; ବାଜୀଗର — One who shows various artful dances
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — ଚଣ୍ଡାଳ — A low caste untouchable
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — ଭେକ — Frog
- ସଂ. ବି. ପୁଂ. (ପ୍ଳୁ ଧାତୁ+କର୍ତ୍ତୃ. ଅକ) — ପ୍ଳକ୍ଷ ବୃକ୍ଷ — The waved-leafed fig tree